ବଦଳିଲେ ଏଡିଏମ, ଓ ନୟାଗଡ଼ ବିଡ଼ିଓ, ମୁଖ୍ୟ ଉର୍ଣ୍ଣୟନ ଅଧିକାରୀ ହେଲେ ଲଗ୍ନଜିତ ରାଉତ

ଓଏଏସ ସ୍ତର ରେ ଅଦଳ ବଦଳ, ନୟାଗଡ଼ଅତିରିକ୍ତ ଜିଲାପାଳ ରୋଜିନା ଦାସ ଙ୍କ କେନ୍ଦ୍ରାପଡ଼ା ବଦଳି ହୋଇଥିବା ବେଳେ, ନୟାଗଡ଼ ବିଡ଼ିଓ ପଦ୍ମ ଚରଣ ସାହୁଙ୍କ ଖୋର୍ଦ୍ଧା ଉପଜିଲାପାଳ ଭାବେ ବଦଳି ହୋଇଥିବା ବେଳେ ପୁରୀ ଶ୍ରୀ ମନ୍ଦିର ପ୍ରଶାସନ ସହ ଜଡିତ ରହିବେ, ଏଥି ସହ କୋରାପୁଟ ରେ ଅବସ୍ଥାପିତ ଅତିରିକ୍ତ ଜିଲାପାଳ ଲଗ୍ନ ଜିତ ରାଉତ ଙ୍କ ବଦଳି ହୋଇ ନୟାଗଡ଼ ଜିଲ୍ଲା ମୁଖ୍ୟ ଉର୍ଣ୍ଣୟନ ଅଧିକାରୀ ଭାବେ ଲଗ୍ନଜିତ ରାଉତ ଦାୟିତ୍ୱ ନେବେ, ଶ୍ରୀ ରାଉତ ନୟାଗଡ଼ ଉପଜିଲ୍ଲାପାଳ ଭାବେ ପୂର୍ବରୁ କାର୍ଯ୍ୟ କରିଥିଲେ,

You might also like