Skip to content

ବଦଳିଲେ ନୟାଗଡ଼ ପୌରାଞ୍ଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀ,, ସ୍ଵାତିମିଶ୍ର ଙ୍କ ସ୍ଥାନ ରେ ସ୍ନେହ ଲତା

ରାଜ୍ୟ ସରକାର 44ଜଣ ପୌରାଞ୍ଚଳ ନିର୍ବାହୀ ଅଧିକାରୀ ଓ ବିଜ୍ଞାପିତ ଅଞ୍ଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ର ବଦଳି କରିଛନ୍ତି, ନୟାଗଡ଼ ପୌରାଞ୍ଚଳ ରେ କାର୍ଯ୍ୟରତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ଵାତିମିଶ୍ର ଙ୍କ ର ବଦଳି ହୋଇଛି, ତାଙ୍କୁ କଟକ ମୁନିସିପାଲ କର୍ପୋରେସନ ର ସହକାରୀ କମିଶନର ଭାବେ ବଦଳି ହୋଇଛି,

ତାଙ୍କ ସ୍ଥାନ ରେ ଭୁବନେଶ୍ୱର ମୁନିସିପାଲିଟି ର ଡା଼ଏ କମିଶନର ସ୍ନେହ ଲତା ଆଚାର୍ଯ୍ୟ ଙ୍କୁ ନୟାଗଡ଼ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1