Skip to content

ବାଟରେ ଚାଲିଗଲା କାଉଡିଆଙ୍କ ଜୀବନ,

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଳକ ଯୋଗିଆ ପଲ୍ଲୀ ନିକଟରେ ଜଣେ କlଉଡ଼ିଆଙ୍କ ମୃତ୍ୟୁ ଘଟିଛି, ମୃତକ ହେଲେ ନୟାଗଡ଼ ସଦର ଥାନା ଅନ୍ତର୍ଗତ ହୀରାଦେଇ ପୁର ଗ୍ରାମର ବୃନ୍ଦାବନ ସ୍ୱାଇଁ, ସେ କଣ୍ଟିଲୋ ମହାନଦୀ ରୁ ଜଳଭାର ଧରି ମାଳିସାହି ଗତିଶ୍ୱର ପୀଠ ଅଭିମୁଖେ ଆସୁଥିଲେ,

ଯୋଗିଆ ପଲ୍ଲୀ ନିକଟରେ ସେ ଅଚେତ ହୋଇଯାଇଥିଲେ,ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ କୁ ଅଣା ଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରି ଶବ ବ୍ୟବଛେଦ ନିମନ୍ତେ ଶବ ଗୃହ କୁ ପଠାଇଥିବା ସୂଚନା ମିଳିଛି

Ad 1