Skip to content

ବାର ଆସୋସିଏସନ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ସ୍ଥାନୀୟ ପଠାଣି ସାମନ୍ତ ଅଡ଼ିଟୋରିଅମ
ଠାରେ ନୟାଗଡ଼ ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି, ନୟାଗଡ଼ ବାର ଆସୋସିଏସନରସଭାପତି ମନୋରଞ୍ଜନ ମହାପାତ୍ର ଙ୍କ ସଭାପତିତ୍ବ ରେ ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣକୁମାର ସାହୁ ଯୋଗ ଦେଇଥିବା ବେଳେସଂମ୍ମାନିତ ଅତିଥି ଭାବେ ରାଜ୍ୟ ବାର କାଉନସିଲ ଅଧକ୍ଷ ସୀତାଂଶୁମୋହନ ଦିବେଦୀ,

ବାର କାଉନ ସିଲ ଅଫ ଇଣ୍ଡିଆ ରସଭ୍ୟ ଭକ୍ତିଭୁଷଣ ବାରିକ, ନୟାଗଡ଼ ବାର ଆସୋସିଏସନ ରଉପସଭାପତି ଶୁଭେନ୍ଦୁ ଦାସ, ପ୍ରମୁଖ ଯୋଗ ଦେଇ ଥିଲେ, ନୟାଗଡ଼ ବାର ଆସୋସିଏସନ ରସମ୍ପାଦକ ସ୍ବଦେଶ ମିଶ୍ର ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ଆସୋସିଏସନ ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ

Ad 1