ବିଜେଡ଼ି ଛାଡ଼ିଲେ ରଣପୁର ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର । ଦଳୀୟ ଅବହେଳା ପ୍ରତିବାଦ ରେ ସେ ଇସ୍ତଫା ଦେଇଛନ୍ତି । ଗତ ଏକ ତାରିଖ ରୁ ମୁଖ୍ୟମନ୍ତ୍ରୀ ଙ୍କୁ ପଠାଇଛନ୍ତି ଇସ୍ତଫା ।
ପୂର୍ବତନ ରାଜ୍ୟସଭା ସାଂସଦ ଓ ରଣପୁର ବିଧାୟକ ରବିନାରାୟଣ ମହାପାତ୍ର । ନିଜ ବାସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ରବିନାରାୟଣ ମହାପାତ୍ର । ସ୍ଵାଧୀନ ଲଢିବା ପାଇଁ ନେଇପାରନ୍ତି ନିଷ୍ପତ୍ତି ।