Skip to content

ବିଜେପି ରେ ଯୋଗ ଦେଲେ ପ୍ରସନ ପାଟଶାଣୀ

ବିଜେଡି ର ବରିଷ୍ଠ ନେତା ତଥା ପୂର୍ବତନ ଏମପି ପ୍ରସନ ପାଟଶାଣୀ ଦଳଛାଡି ଭାଜପା ରେ ଯୋଗ ଦେଇ ଛନ୍ତି, ପାଟଶାଣୀ 1998ରୁ2019ପର୍ଯ୍ୟନ୍ତ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରୂ ପ୍ରତି ନିଧିତ୍ୱ କରିଥିଲେ,ସେ ପାଞ୍ଚ ଥର ପାଇଁ ଏମପି ଭାବରେ ନିର୍ବାଚିତ ହୋଇଥିଲେ,ସେ ବିଜୁ ଜନତା ଦଳ ର ବରିଷ୍ଠ ଉପସଭାପତି ତଥା ପ୍ରତିଷ୍ଠାତା ସଦସ୍ୟ ମଧ୍ୟ ଥିଲେ

Ad 1