ବିଭିର୍ନ ଟ୍ରେଡ଼ ୟୁନିଅନ ପକ୍ଷରୁ ନୂତନ ଜିଲାପାଳ ସ୍ୱଧାଦେବ ସିଂ ଅଭିନନ୍ଦନ ଜଣାଇଛନ୍ତି, ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଟ୍ରେଡ଼ ୟୁନିଅନ ର ମୁଖିଆ ମାନେ ଜିଲାପାଳଙ୍କୁ ଭେଟିଛନ୍ତି,ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସମ୍ପାଦକ ତଥା ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଏହି ଟିମ ଜିଲ୍ଲପାଳଙ୍କୁ ଭେଟି ଥିଲେ,
ଟ୍ରେଡ଼ ୟୁନିଅନ ର ନେତା ବାସୁଦେବ ମହନ୍ତି,ପ୍ରମୋଦ ମହାରଣା,ଓ ଅନେକ ସଂଗଠନ ର ନେତା ସାମିଲ ହୋଇଥିଲେ, ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ