ନୟାଗଡ଼ ବ୍ଳକ ଅନ୍ତର୍ଗତ ବିରୁଡ଼ା ଗ୍ରାମ ପଞ୍ଚାୟତ ବିରୁଡ଼ା ଗ୍ରାମ ରେ ଥିବା ସେବା ସମବାୟ ସମିତି ରେ ଧାନ ମଣ୍ଡି ଉଦଘାଟିତ ହୋଇଛି, ବିରୁଡ଼ା ଗ୍ରାମ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ଦୁର୍ଯ୍ୟୋଧନ ଜେନା ଧାନ ମଣ୍ଡି କୁ ଉଦଘାଟନ କରିଛନ୍ତି, ବିରୁଡ଼ା ମର୍ଦରାଜ ପୁର ସେବା ସମବାୟ ସମିତି ର ସମ୍ପାଦକ ଅଜୟ କୁମାର ସ୍ୱାଇଁ, ଉପସ୍ଥିତ ରହିଥିଲେ,, ଚାଷୀ ପ୍ରଫୁଲ କୁମାର ନାୟକ, ପ୍ରମୋଦ ସେନାପତି, ପ୍ରମୁଖ ଉପସ୍ଥିତ ରହି ଧାନ ବିକ୍ରି କରିଥିଲେ, ସେବା ସମବାୟ ସମିତି ରେ ବହୁ ସଦସ୍ୟ ଓ ଚାଷୀ ମାନେ ଉପସ୍ଥିତ ରହିଥିଲେ,
