Skip to content

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହେଲେ ଅରୁଣ

ନୟାଗଡ଼ ପୌରାଞ୍ଚଳ ଅନ୍ତର୍ଗତ 1ନଂ ୱାର୍ଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଭିତରେ ଥିବା ପଡିଆ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ,

ପରିବେଶ ସନ୍ତୁଳିତ ପାଇଁ ବୃକ୍ଷ ରୋପଣ ନିହାତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ, ପ୍ରତ୍ୟକ ବ୍ୟକ୍ତି ନିଜ ଘର ଓ ବାହାରେ ବହୁ ପରିମାଣ ରେ ବୃକ୍ଷ ରୋପଣ କରିବା ପାଇଁ ପରାମର୍ଶ ଦେଇ ଥିଲେ, ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ପୌରାଧକ୍ଷା ନିରୁପମା ଖଟେଇ,ପୌରଉପାଧକ୍ଷ ଗୁରୁପ୍ରସାଦଜେନା କାଉନସିଲର ଜାନକୀ ବଲ୍ଳଭ ଜେନା, ରୋଟାରୀଆନ ଆରଫି ଖାଁ, ଙ୍କ ସମେତ ବହୁ ସମାଜ ସେବୀ ଓ ମହିଳମାନେ ସାମିଲ ହୋଇଥିଲେ

Ad 1