ନୟାଗଡ଼ କ୍ଳବ ଆନୁକୂଲ୍ୟରେ ଚାଲିଥିବା ଭଏସ ଅଫ ନୟାଗଡ଼ ସିଜିନ 4ର ସେମିଫାଇନାଲ, ଜିଲ୍ଲା ର ବିଭିର୍ନ ବ୍ଳକ ରୁ ଚୟନ ହୋଇଥିବା 17ଜଣ ଯୁବ କଣ୍ଠ ଶିଳ୍ପୀଙ୍କ ମଧ୍ୟ ରେ ପ୍ରତିଯୋଗିତା କରାଯାଇ ଅନ୍ତିମ ପର୍ଯ୍ୟାୟ କୁ ବର୍ଷା ରାଣୀ ନାୟକ, ଦେବୀପ୍ରସାଦ ନନ୍ଦ, କୀର୍ତ୍ତିକା ମଣ୍ଡଳ, ଶୁଭସ୍ମିତା ବେହେରା, ଆସୁତୋଷ ବେହେରା,ମିଲନ କୁମାର ସ୍ୱାଇଁ, ବିଶ୍ୱଜିତ ନାୟକ,ନୟନିକା ପଟ୍ଟନାୟକ ପ୍ରମୁଖ 8ଜଣ ଯୋଗ୍ୟ ବିବେଚିତହୋଇଛନ୍ତି, ନୟାଗଡ଼ କ୍ଳବ ର ସମ୍ପାଦକ ମିହିର ରଞ୍ଜନ ନାୟକ, ପାରମ୍ପରିକ ଭାବେ କାର୍ଯ୍ୟକ୍ରମ ଉଦଘାଟନ କରିଥିବା ବେଳେ, ସଂଯୋଜନା କରିଥିଲେ,
କ୍ଳବ ର ସଦସ୍ୟ ଅରୁଣ ମହାନ୍ତି, ଅବିନାଶ ସାହୁ, ପ୍ରଶନ କୁମାର ବସନ୍ତିଆ, ବାସୁ ଦେବ ସାହୁ ଶରତ ଚନ୍ଦ୍ର ଆଚାର୍ଯ୍ୟ,, ଏହି କାର୍ଯ୍ୟକ୍ରମ ରେ ବିଚାରକଭାବେ ବରିଷ୍ଠ ସଂଗୀତଜ୍ଞ ପ୍ରଦୀପ୍ତ କୁମାର ପଟ୍ଟନାୟକ, ଜଗଦୀଶ ରଥ, ଓ ଶୁର ଗନ୍ଧର୍ବ ନବ କିଶୋର ମିଶ୍ର ଯୋଗ ଦେଇ ଥିଲେ,ଭଏସ ଅଫ ନୟାଗଡ଼ ର ମୁଖ୍ୟ ସଂଯୋଜକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଅନ୍ତିମ ପର୍ଯ୍ୟାୟ ପ୍ରତି ଯୋଗିତା, ଜାନୁଆରୀ 28ତାରିଖ ରେ ପଠାଣି ସାମନ୍ତ ସଂସ୍କୃତି ଭବନା ପରିସରରେ ସନ୍ଧ୍ୟା 5ଟା ରେ ଅନୁଷ୍ଠିତ ହେବ,ପ୍ରତିବର୍ଷ ପରି ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମ ରେ ଭଏସ ଅଫ ନୟାଗଡ଼ ର ବିଜେତା ଙ୍କୁ ଦଶ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବା ସହଓଡ଼ିଶାର ଖ୍ୟାତନାମା କଣ୍ଠ ଶିଳ୍ପୀ,ଓ ସଂଗୀତ ନିର୍ଦେଶକ ମାନେ ବିଚାରକଭାବେ ଯୋଗ ଦେବେ ବୋଲି ସୂଚନା ପ୍ରଦାନକରିଥିଲେ,ଆଜିର କାର୍ଯ୍ୟକ୍ରମକୁ ଶିକ୍ଷାବିତ ଅଶୋକ କୁମାର ନାୟକ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ,ନୟାଗଡ଼ ରୁ ଜିତୁନ ମହାପାତ୍ର ଙ୍କ ରିପୋଟ ନୟାଗଡ଼ ଟୁଡ଼େ