Skip to content

ମହାପ୍ରଭୁ ଙ୍କ ଆଶ୍ରିବାଦ ନେଲେ ଅରୁଣ

ସରିଛି ନିର୍ବାଚନ, ନୟାଗଡ଼ ରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡି ପ୍ରାଥୀ ଡ଼ ଅରୁଣକୁମାର ସାହୁ, ବିଜୟ ପରେ ପୁରୀ ଯାଇ ଶ୍ରୀ ଜୀଉ ଙ୍କୁ ଦର୍ଶନ କରିବା ସହ ଆଶ୍ରିବାଦ ନେଇଛନ୍ତି ଅରୁଣ, ମହା ପ୍ରଭୂ ଙ୍କ ଦର୍ଶନ କରିବାରେ ଗଣ ମାଧ୍ୟମ ସହ ଆଲୋଚନା କରି ଜନ ମତ କୁ ସମସ୍ତେ ସମ୍ମାନ ଦେବା ଉଚିତ, କେଉଁଠି କମି ରହିଲା, ଓ ପରାଜୟ ର ତର୍ଜମା କରାଯାଉଛି, ଆଗକୁ ରଣନୀତି ତିଆରି କରାଯିବ ବୋଲି ଡ଼ ସାହୁ କହିଛନ୍ତି

Ad 1