Skip to content

ମହିଳା ସ୍ୱୟଂ ସହାୟଗୋଷ୍ଠି କୁ ବ୍ରାଣ୍ଡିଙ୍ଗ ଶିଖାଇଲେ ରାଜ୍ୟ ପାଳ

ରାଜ୍ୟପାଳ ରଘୁବର ଦାସ ନୟାଗଡ଼ ଜିଲ୍ଲା କୁ ଦିନିକିଆ ଗସ୍ତ ରେ ଆସିଥିଲେ, ନୟାଗଡ଼ ଜିଲ୍ଲା ପରିଷଦ ସଭାଗୃହସୃଜନ ଗୃହ ରେ ରାଜ୍ୟପାଳ ଜିଲ୍ଲା ର ପ୍ରାୟ 150ରୁ ଉର୍ଦ୍ଧ ଏସଏଚଜି ମହିଳା ଙ୍କୁ ଭେଟି ଥିଲେ, ଷ୍ଟଲ ମାଧ୍ୟମ ରେ ନୟାଗଡ଼ ଛେନା ପୋଡ଼, ଏବଂ ମାଣ୍ଡିଆ ରୁ ତିଆରି ଖାଦ୍ୟ ସାମଗ୍ରୀ ଦ୍ୱାରା ରାଜ୍ୟପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା,, ରାଜ୍ୟ ପାଳ ଷ୍ଟଲ ବୁଲିଦେଖି ଥିଲେ, ନିଜେ ପ୍ରସ୍ତୁତ କରୁଥିବା ସାମଗ୍ରୀ କୁ ଉତ୍ତମ ଗୁଣବତା ପ୍ରଦାନ କରନ୍ତୁ ବୋଲି କହିଥିଲେ,

ନିଜ ଅଞ୍ଚଳ ର ଜିନିଷକୁ ସମର୍ଥନ ଦେବା ସହ ତାହା କିଭଳି ଦେଶ ବିଦେଶ ରେ ନାଁ କରିବ ସେ ଦିଗ ରେ ସହାୟତା କରନ୍ତୁ ବୋଲି ପରାମର୍ଶ ଦେଇ ଥିଲେ,ଦେଶ ରେ 80ଲକ୍ଷ ସ୍ୱୟଂସହାୟକ ଗୋଷ୍ଠି ଏସଏଚଜିରହିଥିବା ବେଳେ ସେଥିରେ 10କୋଟି ମହିଳା ଯୋଡି ହୋଇଛନ୍ତି,ଏସଏଚଜିଙ୍କୁ ବ୍ୟାଙ୍କ ତରଫରୁ 10ଲକ୍ଷ ଋଣ ମିଳୁଥିବା ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାହା 20ଲକ୍ଷ କୁ ବୃଦ୍ଧି କରିଥିବା କହିଥିଲେ

Ad 1