ମୋହନ ମାଝୀଙ୍କ ନୂଆ ଟିମ୍: ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ବିଧାୟକଙ୍କୁ ଯାଉଛି ଫୋନ୍ କଲ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଆଉ କିଛି ସମୟ ପରେ ଶପଥ ନେବେ ମନୋନୀତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୋହନ ମାଝୀଙ୍କ ନୂଆ ଟିମ୍ ହେବାକୁ ଯାଉଛି। ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛି ଫୋନକଲ।

ସୁରଜ ସୂର୍ଯ୍ୟବଂଶୀ, ପୃଥୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୂତି ଭୂଷଣ ଜେନା, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, କୃଷ୍ଣଚନ୍ଦ୍ର ମହାପାତ୍ର, କୃଷ୍ଣଚନ୍ଦ୍ର ପାତ୍ର, ନିତ୍ୟାନନ୍ଦ ଗଣ୍ଡ, ଗଣେଷରାମ ଖୁଣ୍ଟିଆ, ସୁରମା ପାଢ଼ୀ, ସମ୍ପଦ ସ୍ବାଇଁଙ୍କୁ ଫୋନ କଲ ଯାଇଥିବା ଜଣାପଡ଼ିଛି।

You might also like