Skip to content

ମ୍ୟାଲେରିୟା ତଥା ବାହକ ଜନିତ ରୋଗ ସମ୍ଭନ୍ଧୀୟ ସଚେତନତା ସଭାଅନୁଷ୍ଠିତ

ଅଦ୍ୟ ୬/୨୪/୧୧/୨୦୨୩ ରିଖ ରେ ନୟାଗଡ଼ ଜିଲ୍ଲା ପାଳଙ୍କ ସଭାଗୃହ ରେ ଜିଲ୍ଲା ସ୍ତରୀୟ ଡେଙ୍ଗୁ, ମ୍ୟାଲେରିଆ, ତଥା ଅନ୍ୟାନ୍ୟ ବାହକ ଜନିତ ରୋଗ ସମ୍ବନ୍ଧୀୟ ସଚେତନତା ସଭାଜିଲ୍ଲା ପାଳ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଛି, ଉକ୍ତ ସଭାମାଧ୍ୟମ ରେ ଜିଲ୍ଲା ବାହକ ଜନିତ ରୋଗ ଜନସ୍ୱାସ୍ଥ୍ୟ ଅଧିକାରୀ ଜିଲ୍ଲା ବିଭାଗ ଅଧିକାରୀ ମାନଙ୍କୁ ମ୍ୟାଲେରିଆ, ଫାଇଲେରିଆ, ଡେଙ୍ଗୁ,ଜାପାନୀଜ ଏନ ଶେଫାଲାଇଟସ ରୋଗ ର ଆକଳନ ସମ୍ବନ୍ଧ ରେ ସୂଚନା ପ୍ରଦାନ କରିଥିଲେ,ରୋଗ ଗୁଡିକ ର ନିରାକରଣ,

ଚିକିତ୍ସା ଓ ନିୟନ୍ତ୍ରଣ ର ଉପାୟମାନ ସମ୍ବନ୍ଧ ରେ ବିଷଦଭାବେ ଆଲୋକ ପାତ କରିଥିଲେ, ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦୀର୍ଘ ସ୍ଥାୟୀ ବିନାଶକ ଔପଚାରିତ ମଶାରୀ ସମସ୍ତେ ବ୍ୟବହାର କରିବା, ଓ ଘର ଓ ଘର ଚାରିପାଖେ ସଫା ରଖିବା, ଉକ୍ତ ସଭାର ମୁଖ୍ୟ ବାର୍ତ୍ତା ଥିଲା, ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ବାହକ ଜନିତ ରୋଗ ନୀରାକରଣ ଓ ସଚେତନତା ରେ ନିଜକୁ ଭାଗୀଦାରୀ କରିବା ପାଇଁ ସହଯୋଗ ପ୍ରଦାନ କରିଥିଲେ

Ad 1