Skip to content

ଯାତାୟାତ ନିମନ୍ତେ ରାସ୍ତା ନିର୍ମାଣ ସୁବନ୍ଦୋବସ୍ତ ନିମନ୍ତେ ଜିଲାପାଳଙ୍କୁ ଗ୍ରାମବାସୀ ଙ୍କ ଦାବି ପତ୍ର ପ୍ରଦାନ

ଜନ ସାଧାରଣ ଙ୍କ ଯାତାୟାତ ପାଇଁ ରାସ୍ତା ନିର୍ମାଣ ସୁବନ୍ଦୋ ବସ୍ତ ନିମନ୍ତେ ପୂର୍ବ ତଟ ରେଲୱେ ର ପ୍ରବନ୍ଧକ ଙ୍କୁ ଜିଲ୍ଲା ପାଳଙ୍କ ଜରିଆରେ 3ଟି ଗ୍ରାମରଗ୍ରାମବାସି ଙ୍କ ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ ସୂଚନା ଅନୁସାରେ ବରପଲି ନିକଟରେ ଯାତାୟାତ ନିମନ୍ତେ ରେଲୱେ ଓଭର ବ୍ରିଜ ନିର୍ମାଣକାର୍ଯ୍ୟ ସରି ଯାଇଥିବାରୁ ଆସନ୍ତା 5ତାରିଖ ସୋମ ବାର ଦିନ ଠାରୁ ସବୁ ଦିନ ନିମନ୍ତେ ସାଧାରଣ ଯାତାୟତ ରାସ୍ତା ବନ୍ଦ ହେବା ପାଇଁ ବିଭାଗୀୟ ସୂଚନା ଦେଇ ଥିବାରୁ ଏହାକୁ ଶୁଣି 3ଖଣ୍ଡ ଗ୍ରାମର ଜନତା ଙ୍କ ଯାତାୟତ ନିମନ୍ତେ ଏ ପର୍ଯ୍ୟନ୍ତ ରାସ୍ତା ର ସୁ ବ୍ୟବସ୍ଥାହୋଇ ନଥିବାରୁ ଗମନା ଗମନ ର ଅସୁବିଧା ର ସମ୍ମୁଖୀନତତ ସହିତ ରେଲୱେ ର ଭାରୀଯାନ ଯାତାୟତ କରିବାର ବ୍ୟବସ୍ଥା ରହିଥିବା ବେଳେ ଓଭର ବ୍ରିଜହୋଇ ଥିବାରୁ ଟ୍ରାଫିକ ସମସ୍ୟା ଉପୁଜିବା ସେଇ ରାସ୍ତା ଦେଇ ସ୍କୁଲ ବସ, ଦମକଳ ଗାଡି,ଆମ୍ବୁଲାନ୍ସ, ତଥା ଜରୁରୀ କାଳୀନ ଯୋଗା ଯୋଗ ରେ ସଂଯୋଗୀ କରଣ ହେଉଥିବା ସ୍ଥଳ ଠିକ ନଥିବାରୁ ଯାତାୟାତ ନିମନ୍ତେ ଭୟ ସୃଷ୍ଟି ହେଉଛି,

ଯାହାକି ଆସନ୍ତା ଦିନ ରେ ଜୀବନ ହାନିର ଆଶଙ୍କାମଧ୍ୟ ରହିଛି,ଓଭର ବ୍ରିଜ ର ରେଲୱେ (ଅଣ୍ଡରପାସ )ତଳ ଭାଗ ଯାତାୟତ ନିମନ୍ତେ ଅନୁପ ଯୁକ୍ତଯାହା ବେଵର୍ତା ପଲିପର୍ଯ୍ୟନ୍ତ ସୁ ବିସ୍ତୃତ ଏହା ଜୀବନ ଜୀବିକା ନିର୍ବାହ ପାଇଁଅନ୍ୟ ଏକ ମୁଖ୍ୟ ରାସ୍ତା ଅଟେ, ବହୁ ଆପତ୍ତି କରିବା ସତ୍ୱେ ଏହାର କୌଣସି ସୁଫଳ ତଥା ନବକଳେବର ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ, ଯାହାକି କାଦୁଅ ପଚ ପଚ ହୋଇ ରହୁ ଥିବାରୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି,

ସଂଯୋଗୀ କରଣ ରାସ୍ତା ସମ୍ପ୍ରସାରଣ ଓ ଯାତାୟତ ଉପଯୋଗୀ କରାଯିବା ନେଇ ବରପଲ୍ଲୀ, ଲକ୍ଷ୍ମୀ ପ୍ରସାଦ, ଓ ନରେନ୍ଦ୍ର ପୁର ଗ୍ରାମ ବାସି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ ପହଂଚି ଏହାର ନବୀ କରଣ, ତଥା ବିହିତ ପ୍ରତିକାର ପଦକ୍ଷେପ ଗ୍ରହଣ କରିବାକୁ ପୂର୍ବ ତଟ ରେଲୱେ ପ୍ରବନ୍ଧକ କୁ ଦାବି ଜଣାଇ ଜିଲ୍ଲା ପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରିବା ସହିତ ଏହାର ଆବଶ୍ୟକତା ଦୃଷ୍ଟି ରୁ ଜରୁରୀ ମନେ କରି କାର୍ଯ୍ୟକାରୀ ନ କରାଯାଏ ତେବେ ଉକ୍ତ 3ଖଣ୍ଡ ଗ୍ରାମ ର ଜନସାଧାରଣ ତଥା ଗ୍ରାମବାସୀ ଧାରଣା ଦେବା ପାଇଁ ଚେତାବନୀ ଦେଇ ଛନ୍ତି

Ad 1