ନୟାଗଡ଼ ଜିଲ୍ଲା ରୋଟାରି କ୍ଳବ 35ତମ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଛି, ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ଯୋଗ ଦେଇ ଥିଲେ, ପୂର୍ବତନ ସଭାପତି ଆରିଫ ଖାନ ପୂର୍ବତନ ସମ୍ପାଦକ ଶ୍ରୀଧର ସାହୁ, ରୋଟାରି ଦ୍ୱାରା କରାଯାଉଥିବା ବିଭିର୍ନ ସମାଜ କଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ପ୍ରଦାନ କରିଥିଲେ, ଆଗାମୀ ଦିନ ରେ ଡେଙ୍ଗୁ, ଓ ମେଲେରିଆ ସଚେତନତା କରାଯିବାକୁ ନିଷ୍ପତି ହୋଇଥିବା ସୂଚନା ଦେଇ ଥିଲେ,ଆଜିର ଅଧିଷ୍ଠାନ ଉତ୍ସବ ରେ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀକାନ୍ତ ଖଟେଇ,ସମ୍ପାଦକ ଭାବେ ଶିକ୍ଷା ବିତ ଅବିନାଶ ସାହୁ ଦାୟିତ୍ୱ ଗ୍ରହଣ କରିଥିଲେ,ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କ ରେନୂତନ ସଭାପତି ଓ ସମ୍ପାଦକ ସୂଚନା ଦେଇ ଥିଲେ,ଧୀରେନ୍ଦ୍ର ପଟ୍ଟନାୟକ ଙ୍କୁ ଶ୍ରେଷ୍ଠ ରୋଟାରୀଆନ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା,ଏହି କାର୍ଯ୍ୟକ୍ରମ ରେ ବହୁ ରୋଟାରୀଆନ, ସାମ୍ବାଦିକ ଯୋଗ ଦେଇ ଥିଲେ,
