Skip to content

ଵେବର୍ତ୍ତl ପଲ୍ଲୀ ଠାରେ ବିଜେ ବାବା ବାଲୁଙ୍କେଶ୍ୱର ଦେବଙ୍କ ମହା ଶିବରାତ୍ରି ଜାଗର ଯାତ୍ରାଅନୁଷ୍ଠିତ

ସୂଚନା ଅନୁସାରେ ଆଜି 5ଘଟିକା ସମୟ ରେ ବେଵର୍ତା ପଲି ବିଜେ ବାବା ବାଲୁ ଙ୍କେଶ୍ୱର ବାବା ଙ୍କ ଶିବରାତ୍ରି ଜାଗର ଯାତ୍ରା ର ଶୁଭାରମ୍ଭହୋଇଛି, ତିନି ଦିନ ଧରି ପାଳିତ ହେବ, ଆଜି ସଂକୀର୍ତନ ମଣ୍ଡଳୀ ଙ୍କୁ ଆମନ୍ତ୍ରଣ କରାଯାଇ ଗ୍ରାମ୍ୟ ପରୀକ୍ରମା କରାଯାଇଥିଲା, ଆଜି ନାମ ସଂକୀର୍ତନ ଅନୁଷ୍ଠିତ ହେଉଥିବା ବେଳେ ଦୁଇ ଦିନ ଧରୀ ରାମନାଟକ ପରିବେଷଣ ହେବା ନେଇ କମିଟିର ସଦସ୍ୟ ଓ ପୂର୍ବତନ ସଭାପତି ଙ୍କ ଠାରୁ ସୂଚନା ମିଳିଛି

Ad 1