Skip to content

ଶକ୍ତି ପ୍ରଦର୍ଶନ କଲେ ବାଦଲ

ରଣପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାଥୀ ସତ୍ୟ ନାରାୟଣ ଓରଫ ବାଦଲ ପ୍ରଧାନ ନାମାଙ୍କନ ଦାଖଲ କରିବା ପୂର୍ବ ରୁ ଶକ୍ତି ପ୍ରଦର୍ଶନ କରିଛନ୍ତି, ଶୋଭା ଯାତ୍ରା ତଥା ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ ରେ ଇଂ ଦେବାଶିଷ ପଟ୍ଟନାୟକ,ସନ୍ୟାସୀ ପ୍ରଧାନ ତଥା ବରିଷ୍ଠ କାର୍ଯ୍ୟକର୍ତା, କର୍ମୀ, ପ୍ରମୁଖ ଜନ ସାଧାରଣ ସାମିଲ ହୋଇଥିଲେ,,

ବିରାଟ ଶୋଭାଯାତ୍ରା ରେହଜାର ହଜାର କର୍ମୀ ଙ୍କ ସହ ରୋଡ଼ ସୋ କରିଛନ୍ତି ସତ୍ୟନାରାୟଣ ପ୍ରଧାନ, ଶୋଭା ଯାତ୍ରା ରେ ବାହାରି ସହର ପରୀକ୍ରମା କରିବା ପରେ, ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ନାମାଙ୍କନ ଦାଖଲ କରିଥିଲେ ସତ୍ୟ ନାରାୟଣ ପ୍ରଧାନ

Ad 1