Skip to content

ଶପଥ ଗ୍ରହଣ ସମାରୋହ ରେ ଯୋଗ ଦେଲେ ନବୀନ

ଆଜି ଜନତା ମଇଦାନ ରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହ ରେ ଯୋଗ ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶାର ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ଥିଲେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝି,ଏଥି ସହିତ ଆଜି ଜନତା ମୈଦାନ ହେବାକୁ ଥିବା ଶପଥ ପାଠ ସମାରୋହ ରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ,ମୁଖ୍ୟ ମନ୍ତ୍ରୀ କ ନିମନ୍ତ୍ରଣ ଗ୍ରହଣ କରିବା ସହ ଶପଥ ପାଠ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ କହିଥିଲେ ନବୀନ ପଟ୍ଟନାୟକ

Ad 1