ଶାନ୍ତି ବଜାୟ ରଖିବାକୁ ଏସପି ଙ୍କ ଆହ୍ୱାନ

ନୟାଗଡ଼ ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଉଦ୍ୟମ ଚାଲିଛି, ନୟାଗଡ଼ ଏସପି ରାହୁଲ ଜୈନ ଙ୍କ ନେତୃତ୍ୱ ରେ ନୟାଗଡ଼ ବ୍ଳକ ହରିପୁର ଗାଁ ରେ ଉଭୟ ବିଜେଡି ଓ ବିଜେପି ସମର୍ଥକ ଙ୍କୁ ନେଇ ଏକ ଶାନ୍ତି ଆଲୋଚନା ଅନୁଷ୍ଠିତ ହୋଇଛି,

ଏସପି ଗାଁ ପରୀକ୍ରମା କରିବା ସହ ଆଲୋଚନା ବୈଠକ ରେ ଯୋଗ ଦେଇ ନିର୍ବାଚନ ପରେ ଭାଇଚାରା ସହ ଚଳିବା ପାଇଁ ଆହ୍ୱାନ ଦେଇ ଥିଲେ, ଏହି ବୈଠକ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ପଣ୍ଡା ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ,

You might also like