ଶିବ ଶକ୍ତି ଦୁର୍ଗା ପୂଜା କମିଟି ପୁରୁଣା ସହରପକ୍ଷରୁ ମଣ୍ଡାବାଗନ ପଡିଆ ଠାରେ ରାବଣ ପୋଡି ଉତ୍ସବ ପାଳିତ

ନୟାଗଡ଼ ପୁରୁଣା ସହର ଦକ୍ଷିଣ କାଳୀ ମନ୍ଦିର ପରିସର ମଣ୍ଡାବାଗନ ପଡିଆ ରେ ଶିବଶକ୍ତି ଦୁର୍ଗା ପୂଜା କମିଟି ପୁରୁଣା ସହର ପକ୍ଷରୁ ରାବଣ ପୋଡି ଉତ୍ସବ ପାଳିତ ହୋଇଛି, ଅସତ୍ୟ ଉପରେ ସତ୍ୟ ର ଅନ୍ୟାୟ ଉପରେ ନ୍ୟାୟ ର ବିଜୟ ବିଜୟା ଦଶମୀ, ଉପଲକ୍ଷେ ପୂଜା ମଣ୍ଡପ ବିଭିର୍ନ ତୋରଣ ର ସାଜ ସଜ୍ଜା ଓ ସଂlସ୍କୃତିକକାର୍ଯ୍ୟ କ୍ରମ ହୋଇ ଥିବା ବେଳେ ଶିବ ଶକ୍ତି ଦୁର୍ଗା ପୂଜା କମିଟି ପକ୍ଷରୁ ରାବଣ ପୋଡି ଉତ୍ସବ ପାଳିତ ହୋଇଛି, ନୟାଗଡ଼ ମାନ୍ୟବର ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଯୋଗ ଦେଇ ଅଗ୍ନି ସଂଯୋଗ କରିଥିଲେ, ଏଥି ସହ ନୟାଗଫ ଜନ ସାଧାରଣଉପସ୍ଥିତ ଥିବା ବେଳେ ପୂଜା କମିଟି ସଦସ୍ୟ,, ଆଇନ ଶୃଙ୍ଖଳା ନିମନ୍ତେ ନୟାଗଡ଼ ଟାଉନ ପୋଲିସ, ଙ୍କ ସହ ଜିଲାପରିଷଦଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଓ ପୌର ପରିଷଦ ଅଧକ୍ଷା ନିରୁପମା ଖଟେଇ, ଯୋଗ ଦେଇ ଥିଲେ, ରାବଣ ପୋଡି ଉତ୍ସବ ପରେ ଆତସ ବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା

You might also like