ସବୁ ଦିନ ପାଇଁ ବନ୍ଦ ହେବ ନୟାଗଡ଼ ରେଳ ଫାଟକ

ନୟାଗଡ଼ ଖଣ୍ଡ ପଡା ରାସ୍ତା ର ବରପଲି ଠାରେ ଓଭରବ୍ରିଜ ନିକଟରେ ଥିବା ରେଳ ଫାଟକ ସବୁଦିନ ପାଇଁ ବନ୍ଦ ରହିବ ବୋଲି ଵିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି, ରେଳ ଫାଟକ ରାସ୍ତା ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ଯାନବାହାନ ଚଳାଚଳ ରେ ବ୍ୟଘାତ ଘଟୁଥିଲା,

ଯାହାକି ନୀତି ପ୍ରତିଦିନ ରାସ୍ତା ରେ କିଛି ନା କିଛି ଦୁର୍ଘଟଣା ଘଟୁଥିଲା, ଓଭର ବ୍ରିଜ କାର୍ଯ୍ୟକ୍ଷମ ହେବା ପରେ ଯାନବାହାନ ଚଳାଚଳ ରେ ସ୍ୱାଭାବିକ ଆସିଥିଲା, ତେବେ ହଠାତ ରେଳ ଫାଟକ ବନ୍ଦ ହେବା ସୂଚନା ଦିଆ ଯିବା ପରେ ବନ୍ଦ କାରଣ ଜଣାପଡିନଥିବା ବେଳେ ଓଭରବ୍ରିଜ କାର୍ଯ୍ୟକ୍ଷମ ହେବା ପରେ ତଳ ରେଳ ଫାଟକ ଆଉ ଆବଶ୍ୟକତା ନାହିଁ ବୋଲି ଶୁଣା ଯାଉଛି

You might also like