Skip to content

ସାମ୍ବାଦିକା ଙ୍କୁ କୁକୁର ଲଗାଇ ଆକ୍ରମଣ ଘଟଣା, ପ୍ରତିବାଦ ସହ ଥାନା ରେ ଅଭିଯୋଗ କଲା ରଣପୁର ସାମ୍ବାଦିକ ସଙ୍ଘ

ଭୁବନେଶ୍ୱର ରେ ଅର୍ଗସ ନିୟୁଜ ଚ୍ୟାନେଲ ସାମ୍ବାଦିକା ଙ୍କୁ ଆକ୍ରମଣ ପ୍ରତିବାଦ ରେ ରଣପୁର ସାମ୍ବାଦିକ ସଙ୍ଘ ତରଫରୁ ପ୍ରତିବାଦ ସହ ଅଭିଯୁକ୍ତ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନହେବା ପାଇଁ ରଣପୁର ଥାନା ଜରିଆରେ ପୋଲିସ ମହା ନିର୍ଦେଶକ ଙ୍କୁ ଅଭିଯୋଗ କରାଯାଇଛି,

ରଣପୁର ଆଞ୍ଚଳିକ ସାମ୍ବାଦିକ ସଙ୍ଘ ଓ ଓୟୁଜେ ସମ୍ପୂର୍ଣ ସହଯୋଗ କରିଥିଲେ, ଏହି ଘଟଣାକୁ ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବୀ ପ୍ରମୋଦ ପଟ୍ଟନାୟକ ତଥା ସମସ୍ତସାମ୍ବାଦିକ ଙ୍କ ମହଲ ରୁ ତୀବ୍ର ନିନ୍ଦା କରାଯାଇ ଥିବା ବେଳେ ତୁରନ୍ତସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ ବୋଲି ଦାବି ହୋଇଛି

Ad 1