ସୂଚନା: ଦାସିଆଅଜା ଙ୍କ 117ତମ ଜୟନ୍ତୀପାଳନ ସମ୍ପ୍ରକେ ଆସନ୍ତା 12ତାରିଖ ସକାଳ 9ଘଟିକା ସମୟ ରେ

ଦାସିଆଅଜା ଙ୍କ 117ତମ ଜୟନ୍ତୀପାଳନ ସମ୍ପ୍ରକେ ଆସନ୍ତା 12ତାରିଖ ସକାଳ 9ଘଟିକା ସମୟ ରେ କଚେରୀ ବଜାର ନୟାଗଡ଼ ଠାରେ ସ୍ଥାପିତ ପୁଣ୍ୟାତ୍ମା ଙ୍କ ପ୍ରତିମୂର୍ତ୍ତି ସ୍ଥାନରେ ଦାସିଆ ଅଜା ସ୍ମୁତି କମିଟି ଏବଂ ଦାସିଆ ପ୍ରେମୀ ସଂଗଠନ ସମୁହ ଙ୍କ ମିଳିତ ଆନୁକୂଲ୍ୟରେ ପାଠାଗାର ଆନ୍ଦୋଳନ ର ବିସ୍ମୟ ପ୍ରତିଭୂ, ସଂଗ୍ରାହକ, ମାଟିର ସୁଯୋଗ୍ୟ ସନ୍ତାନ ସ୍ୱର୍ଗତ ଦାଶରଥି ପଟ୍ଟନାୟକ ଙ୍କ ସ୍ମୁତି ରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏହି ଅବସରରେ ନୟାଗଡ଼ ଜନ ସାଧାରଣ ତଥା ଆପଣ ମାନେ କଚେରୀ ବଜାର ଠାରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳିସଭାରେ ସହଯୋଗ କରିବା ପାଇଁ ଦାସିଆ ଅଜା ସ୍ମୁତି କମିଟି ପକ୍ଷରୁ, ପ୍ରମୋଦ ପଟ୍ଟନାୟକ, ଅରୁଣକୁମାର ମହାନ୍ତି, ଶ୍ରୀଧର ସାହୁ ନିବେଦନ କରିଛନ୍ତି

You might also like