ମହୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ 2024-2025ବର୍ଷ ର ହାକା ଥନ ଦ୍ୱିତୀୟ ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ, ଏହି କାର୍ଯ୍ୟକ୍ରମ ଙ୍କୁ ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ, ଛାତ୍ର ଛାତ୍ରୀ ଙ୍କୁ ବିଜ୍ଞାନର ଉପକାରିତା ଓ ବ୍ୟବହାର ଓ ଲାଭ ସମ୍ପର୍କ ରେ ବୁଝାଇଥିଲେ,

ଉଦଯାପନୀ ଉତ୍ସବ ରେ ନୂଆଗାଁ ବ୍ଳକ ତହସିଲଦାର ହେମନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଆଜିର ବିଜ୍ଞାନ କିପରି ଜଟିଳ ସମସ୍ୟା ର ସମାଧାନ ରେ ସହାୟକ ହେଉଛି ତାହା ବିଷୟ ରେ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ, ବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ଦାସ ସଭାପତିତ୍ବ କରିଥିଲେ,କାର୍ଯ୍ୟକ୍ରମ ର ପରିଶେଷରେ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା