Skip to content

୭୮ତମ ସ୍ବାଧିନତା ଦିବସ ଅବସରରେ ନୟାଗଡ଼ ସହର ସ୍ଥିତ ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ

୭୮ତମ ସ୍ବାଧିନତା ଦିବସ ଅବସରରେ ନୟାଗଡ଼ ସହର ସ୍ଥିତ ପଠାଣି ସାମନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ମହାସମାରୋହରେ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ଭାରତୀୟ ଗୈାରବ ମୟ ମହାପୁରୁଷଙ୍କ ର ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ଛାତ୍ର ଛାତ୍ରୀ ତଥା ଅଧ୍ୟାପକ ମାନଙ୍କ ର ଅଭିଭାଷଣ ଏବଂ ଭାରତ ମାତାର ଜୟ ଗାଁରେ ଉସ୍ଛବ ମୁଖରିତ ହୋଇଉଠିଛି।

ଉକ୍ତ ସମାରୋହରେ ନୂତନ ଯୁବ କଳାକାର _ଶ୍ରୀଯୁକ୍ତ କେଦାର ଚନ୍ଦ୍ର ନାୟକ, ଶ୍ରୀଯୁକ୍ତ ମନୋଜ କୁମାର ମହାପାତ୍ର, ଶ୍ରୀ ଯୁକ୍ତ ଦିଲ୍ଲୀ ପ କୁମାର ବରାଡ, ଶ୍ରୀ ଯୁକ୍ତ ଦେବାଶିଷ ମିଶ୍ର, ଶ୍ରୀ ଯୁକ୍ତ ବିପିନ କୁମାର ପ୍ରଧାନ,ଓ ନିର୍ଦ୍ଦେଶକ ଦେବାଶିଷ ମିଶ୍ର ଙ୍କ ସହିତ ଅନ୍ୟାନ୍ୟ ସହ କର୍ମଚାରୀ ଙ୍କ ସହ ମିଶ୍ରଣରେ ପତାକା ଉତ୍ତୋଳନ କରାଯାଇଥିଲା। ଜୟ ହିନ୍ଦ୍।।।।

Ad 1