ନୟାଗଡ଼ ଇଟାମାଟି ସ୍ଥିତ ନାଗପୁରଜ୍ୟୋତି ବିହାର କ୍ୟାମ୍ପସ ଠାରେ 4ଘଟିକା ସମୟ ରେ ଆଇ. ଆଇ. ଏମ. ଏସ କଲେଜ ର 5ମ ବାର୍ଷିକ ଉତ୍ସବ ଓ ଅ ଭିମୁଖି କରଣ ଶୋଭା -5ର ଉତ୍ସବ ଅନୁଷ୍ଠିତ ହୋଇଛି, ଏହି ଶୁଭ ଅବସର ରେ ମୁଖ୍ୟ ଅତିଥି ରୂପେ ମାନ୍ୟବର କୁଳ ପତି ଉତ୍କଳସଂସ୍କୃତି ବିଶ୍ଵବିଦ୍ୟାଳୟ ର ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହି ଉତ୍ସବ କୁ ଉଦଘାଟନ କରିଥିଲେ, ସଂମ୍ମାନିତ ଅତିଥି ରୂପେ ଉତ୍କଳ ସଂସ୍କୃତି ବିଦ୍ୟାଳୟ ର କୁଳ ସଚିବ ଶ୍ରୀମତୀ ଅନାମିକା ଅଧିକାରୀ, ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ପରୀକ୍ଷା ନିୟନ୍ତ୍ରକ ଶ୍ରୀ ଧରଣୀ ଧର ରଣା, ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାରଙ୍କ ଉପନିର୍ଦେଶକ ରଜତ କୁମାରମାନସିଂ, ମୁଖ୍ୟ ବକ୍ତା ରୂପେ ବିଶିଷ୍ଟ ଶିକ୍ଷାବିତ ଓ ସମାଜ ସେବୀ ପ୍ରଫେସର ଅଶୋକ କୁମାର ନାୟକ ଯୋଗ ଦେଇଥିବା ବେଳେ ମଂଚାସୀନ ଅତିଥି ଭାବେ ଇଷ୍ଟ ଜୋନଇଣ୍ଡିଆନ ବ୍ୟାଙ୍କ ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ ଲକ୍ଷ୍ମୀଧର ଜେନା, ହୋଟେଲ ମ୍ୟାନେଜମେଣ୍ଟ ର ସଙ୍ଘ ସଦସ୍ୟ ପ୍ରଫେସର କିଶୋର ଚନ୍ଦ୍ର ମିଶ୍ର ଯୋଗ ଦେଇଥିବା ବେଳେ , ଅତିଥି ମାନେ ଅଭିଭାଷଣ ରଖି, ନିଜର ସୁବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ କାମନା କରି ଥିଲେ,ଏହି ବାର୍ଷିକ ମିଳନ ରେ ଅତିଥି ମାନଂକୁ ସ୍ୱାଗତ କରାଯାଇ, ସହଯୋଗୀ ଓ କର୍ମଚାରୀ ଙ୍କୁସମ୍ବର୍ଦ୍ଧନା ଦିଆଯାଇଥିଲା,ପରିଶେଷରେ କଲେଜ ପକ୍ଷରୁ ସଂଗୀତ ସନ୍ଧ୍ୟା ର କାର୍ଯ୍ୟକ୍ରମ ଅନୁଷ୍ଠି ତ ହୋଇଥିଲା ଏହି ଅବସର ରେ ମଞ୍ଚ ରେ ଅଧକ୍ଷ,ସମସ୍ତ କର୍ମଚାରୀ ତଥା ପରୀଚାଳନା କମିଟି ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ,
ଆଇ. ଆଇ. ଏମ. ଏସ କଲେଜ ର ନୟାଗଡ଼ଇଟାମାଟି ସ୍ଥିତ ନାଗ ପୁରଜ୍ୟୋତି ବିହାର କ୍ୟାମ୍ପସ ଠାରେ5ମ ବାର୍ଷିକ ଉତ୍ସବ ଓ ଆଭିମୁଖି କରଣ ଶୋଭା -5ପାଳିତ
