ନୟାଗଡ଼ ଜିଲ୍ଲା ରେ ଆଳୁ ଦରବୃଦ୍ଧି ରୋକିବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ବଜେନ୍ଦ୍ର ପ୍ରସାଦ ମହାନ୍ତି ଙ୍କ ନିର୍ଦେଶ ରେ ଏକ ଟିମ, ଏବଂ ବାହାଡାଝୋଲା ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ବିଭିର୍ନ ଗୋଦାମ ଓ ଦୋକାନ ରେ ଚଢ଼ାଉ କରିଛନ୍ତି,ଭଲ ଆଳୁ କେଜି ପିଛା 32ଟଙ୍କା ଓ ନିମ୍ନମାନର ଆଳୁ କେଜି ପିଛା 31ଟଙ୍କା 50ପଇସା ବିକ୍ରି କରିବାକୁ ସମସ୍ତ ଗୋଦାମ କୁ ନିର୍ଦେଶ ଦିଆ ଯାଇଥିବା ସୂଚନା ମିଳିଛି