ଇଟାମାଟି ଇଣ୍ଡରୋ ଷ୍ଟାଡିୟମ ଠାରେ ଅନ୍ତରାଷ୍ଟିୟ ଯୋଗ ଦିବସ ପାଳିତ ହୋଇଯାଇଛି । ନୟାଗଡ ବ୍ଲକ ପ୍ରଶାସନ, ଇଟାମାଟି ବୈଦିକ ଯଜ୍ଞ ଓ ଯୋଗ ପରିବାର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବଡ଼ପଣ୍ଡୁସର ତରଫରୁ ଆୟୋଜନ କରାଯାଇଥିଲା । ଯୋଗ ଗୁରୁ ପ୍ରଦୀପ କୁମାର ସାହୁ ମୁଖ୍ୟ ପ୍ରଶିକ୍ଷକ ଭାବେ ଯୋଗ ଶିଖାଇଥିଲେ ।
ନୟାଗଡ ବିଡ଼ିଓ ପଦ୍ମ ଚରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ । ଯୋଗ ହେଉଛି ଏକ ଶାରୀରିକ ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ ଯାହା ଶରୀରରେ ପ୍ରାକୃତିକ ସହନ ସିଳତାକୁ ବଢ଼ାଇଥାଏ ।
ଦିଲ୍ଲୀପ ବସନ୍ତିଆ, ଆଶୁତୋଷ ସାନ୍ତ ସିଂହାର, ଲୋକନାଥ ଶାଥୁଆ, ଦୀପକ ଦଳବେହେରା, ସ୍ଵାସ୍ଥ୍ୟ ବିଭାଗ ଓ ଯୋଗ ପରିବାର ତରଫରୁ ପାଳନ କରାଯାଇଥିଲେ ।