Skip to content

ଓଡଗାଁ ଠାରେ HDFC ବ୍ୟାଙ୍କର ଶୁଭ ଉଦାଘଟନ l

ଓଡଗାଁ ଠାରେ HDFC ବ୍ୟାଙ୍କର ଶୁଭ ଉଦାଘଟନ l ସମଗ୍ର ରାଜ୍ୟରେ ଏହା 259 ତମ ଶାଖା ହୋଇଥିବାବେଳେ ଜିଲ୍ଲାରେ ଏହା ତୃତୀୟ ଶାଖା l ଏହି ଶାଖାକୁ ଓଡଗାଁ ତହସିଲଦାର ଡ଼ ମାନସ ରଞ୍ଜନ ଭୋଇ ଉଦାଘାଟନ କରିଥିଲେ l

ତାଙ୍କ ସହିତ ଓଡଗାଁ NAC ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଃଶାସନ ସ୍ୱାଇଁ, ବ୍ୟାଙ୍କର ଉପ ସଭାପତି ଅନନ୍ତ ପଟ୍ଟନାୟକ, ଶାଖା ପରିଚାଳକ ବିଭୁତି ମହାପାତ୍ର ଉପସ୍ଥିତ ଥିଲେ l

Ad 1