ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ବ୍ଲକ ରେ ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ, ଓଡ଼ଗାଁ ବ୍ଲକ ପରିସର ରେ ଅନୁଷ୍ଠିତ ଏହି ଜନ ଶୁଣାଣି ଶିବିର ରେ ଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଯୋଗ ଦେଇ ଥିଲେ, ଅନ୍ୟମାନଙ୍କ ମଧ୍ୟ ରେ ଅତିରିକ୍ତ ଜିଲ୍ଲା ପାଳ ଦିଲୀପ କୁମାର ବଳ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା, ଓ ଉପ ଜିଲାପାଳ କର୍ଣ ଦେବ ସମାଦାର ପ୍ରମୁଖ ଯୋଗ ଦେଇ ଥିଲେ,
70ଗୋଟି ଅଭିଯୋଗ ର ଶୁଣାଣି ହୋଇଥିଲା, ଏଥି ମଧ୍ୟ ରୁ ବ୍ୟକ୍ତି ଗତ 66ମାମଲା ରହିଥିବା ବେଳେ 3ଗୋଟି ଗ୍ରାମ୍ୟ ବିବାଦ, ରହିଥିଲା, ମୁଖ୍ୟ ମନ୍ତ୍ରୀ ରିଲିଫ ଫଣ୍ଡ ରୁ ଜଣକୁ ସାହାଯ୍ୟ ପ୍ରଦାନ କରାଯାଇଥିଲା,ଏଥି ସହିତ 5ଗୋଟି ମାମଲା ର ତୁରନ୍ତ ସମାଧାନ କରାଯାଇଥିଲା,ଓଡ଼ଗାଁ ବିଡ଼ିଓ ଙ୍କ ସମେତ ବିଭିର୍ନ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇ ଥିଲେ