ରାଜ୍ୟ ସରକାରଙ୍କ ତରଫରୁ ଓଡ଼ିଆ ପକ୍ଷ ପାଳନ 2025ଅବସର ରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଓଡ଼ିଶା ରକ୍ତ କେନ୍ଦ୍ର ଠାରେ ଜିଲ୍ଲା ରେଡ କ୍ରସ, ରେଡକ୍ରସ ଭଲ୍ୟୁଣ୍ଟି ରର୍ସ ଫୋରମ ଏବଂ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର ଙ୍କ ଉଦ୍ୟମ ରେ’ ରକ୍ତ ଦାନ ଦିବସ ‘ଅଭିଯାନ ଏପ୍ରିଲ 8ତାରିଖ ରେ ଅନୁଷ୍ଠିତ ହୋଇଛି, ଏହି ରକ୍ତ ଦାନ ଦିବସ ଅଭିଯାନ ରେ ଉପସ୍ଥିତ ରହିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ସୁଶାନ୍ତ କୁମାର ଦାସ,.ଏ ଡିଏମ ଡ଼ ଅଜୟ କୁମାର ବାହିନୀ ପତି,, ଡେପୁଟି କଲେକ୍ଟର ତପତି ରାଜ, ଡ଼ ପୀତବାସ ନାୟକ,

ଡ଼ ମୋନାଲିସା ସ୍ୱାଇଁ, ତତ ସହିତବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ ବିଜେପି ନେତା ସନ୍ତୋଷପ୍ରଧାନ,, ଦାମୋଦର ସାହୁ ଉପସ୍ଥିତ ଥିଲେ, ରେଡ଼କ୍ରସ ଭଲ୍ୟୁଣ୍ଟିର୍ସ ଫୋରମ ର ଉପଦେଷ୍ଟା ଶ୍ରୀ ବିଭୁତି ଭୁଷଣ ପଟ୍ଟନାୟକ କନଭେନର ସୁନିତା ରାଣୀ ମହାପାତ୍ର, ଯୁଗ୍ମ କନଭେନର ସୁଧାଂଶୁ ରଞ୍ଜନ ଦାସ, ଫୋରମ ର ସ୍ଵେଛାସେବୀ ତପନ କୁମାର ସାହୁ, ମାନସ କୁମାର ମହାପାତ୍ର, ଓ ରକ୍ତ ଭଣ୍ଡାର ରସମସ୍ତ ସଦସ୍ୟ ସେଠାରେ ଉପସ୍ଥିତ ରହି ଏହି ଅଭିଯାନ କୁ ଆଗେଇ ନେଇ ଥିଲେ, ରକ୍ତ ଦାନ ଦିବସ ରେ 41ଜଣ ସ୍ଵେଛାସେବୀ ଭାବେ ରକ୍ତ ଦାନ କରିଥିବାରୁ 41ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା
