ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ନୟାଗଡ଼ପକ୍ଷରୁ ଅନୁଦାନ ଆମ ଅଧିକାର ଦାବିରେ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ ଶରଣ କୁଳ କଲେଜ ପରିସର ରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ସୂଚନା ଅନୁଯାୟୀ ଶରଣ କୁଳ କଲେଜ ପରିସର ରେ ଠାରେଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ନୟାଗଡ଼ ଙ୍କ ପକ୍ଷରୁ ଅନୁଦାନ ଆମ ଅଧିକାର ଦାବିରେ ଅଧ୍ୟାପକ ଓ ଅଧ୍ୟାପିକା ଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଦେଖିବାକୁ ମିଳିଛି ବିଭିର୍ନ ବେସରକାରୀ ଅନୁଦାନ ପ୍ରାପ୍ତ,ଓ ଅଣ ଅନୁଦାନ ମହାବିଦ୍ୟାଳୟ ମାନଙ୍କ ରେ2008ମସିହା ରୁ 2018ମସିହା ପର୍ଯ୍ୟନ୍ତପରିଚାଳନା କମିଟି ଦ୍ୱାରାନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ଅନୁଦାନ ପ୍ରାପ୍ତପରିସର ଭୁକ୍ତକରିବା ନେଇସରକାରଙ୍କ ବୈମାତୃକ ମନୋ ଭାବପ୍ରକାଶ ପାଇ ଥିବା ବେଳେବର୍ତ୍ତମନ ସରକାର ବିଗତ ସରକାରଙ୍କୁଅନୁସରଣ କରୁଛନ୍ତି,ରାଜ୍ୟ ସଭାପତି ବିଶ୍ୱ ରଞ୍ଜନ ଦାଶଙ୍କ ଆ ହ୍ୱାନ କ୍ରମେ ନୂତନସରକାର ଆସିବା ଦିନଠୁ ପର୍ଯ୍ୟାୟ କ୍ରମେସରକାର ଙ୍କ ନିକଟ ରେ ଦାବି ଉପସ୍ଥାପନକରାଯାଇଛି,ଦାବି ଉପସ୍ଥାପନା କରାଯିବା ସହିତ ଏ ବିଷୟ ରେ ସରକାର ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଫଳ ଶୂନ,ଅଭିଯୋଗ ଶୁଣାଣି ହେଉ ଅଥବା

12ଘଣ୍ଟିଆ ଧାରଣା,ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କୁଭେଟି ଦାବି ପତ୍ରପ୍ରଦାନ ପରେ ମଧ୍ୟସରକାର କୁମ୍ଭ କର୍ଣ ଭଳି ଅନନ୍ତ ଶୟନ ରେ ଶୋଇ ଥିବା ତଥା କର୍ଣ୍ଣାପାତ ନ କରିବାଚୁପ ହୋଇ ନିଦା ବିଷ୍ଣୁ ସାଜିବା ଅତ୍ୟନ୍ତ ଦୁଃଖ ଦାୟକ,ମଝି ଦରିଆରେ ଜୀବନ ଡ଼ଙ୍ଗା ଭଳି ବେସରକାରୀ ଅଧ୍ୟାପକ ଜୀବନ ଅତିବାହିତକରୁଥିବା ବେଳେଏହାକୁ ସଙ୍ଘ ଦୃଢ଼ ନିନ୍ଦାକରି 16ତାରିଖରେ କାର୍ଯ୍ୟ ବନ୍ଦ ଆନ୍ଦୋଳନନେଇ ଭୁବନେଶ୍ୱର ସ୍ଥିତମହାତ୍ମା ଗାନ୍ଧୀ ମାର୍ଗରେ ବିକ୍ଷୋଭପ୍ରଦର୍ଶନ କରାଯିବା ସହିତ ସରକାର ଙ୍କୁ ଦାବି ପୂରଣ ନିମନ୍ତେ ବିନମ୍ର ଅନୁରୋଧ କରାଯାଇ ଥିବା ବେଳେ ସରକାର କର୍ଣ୍ଣାପାତ କରି ନାହାନ୍ତି ତେଣୁ ଶରଣକୁଳ କଲେଜ ପରିସର ରେ ଅଧ୍ୟାପକ, ଅଧ୍ୟାପିକା ଅନୁଦାନ ଆମ ଅଧିକାରନାରା ଦେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବା ସୂଚନା ମିଳିଛି,

You might also like