Skip to content

ଓଡିଶା ବିପର୍ଯ୍ୟସ୍ତ ପ୍ରସ୍ତୁତି ଦିବସ ତଥା ଆଗୁଆ ପଦକ୍ଷେପ ପାଇଁ ପ୍ରାକ ସତର୍କ ସୂଚନା କୁ ନେଇ ଜିଲ୍ଲା ପାଳଙ୍କ ସଦଭାବନା ଗୃହ ବୈଠକ ଅନୁଷ୍ଠିତ

ଓଡିଶା ବିପଯ୍ୟସ୍ତ ପ୍ରସ୍ତୁତି ଦିବସ ତଥା ଆଗୁଆ ପଦକ୍ଷେପ ପାଇଁ ପ୍ରାକ ସତର୍କ ସୂଚନା କୁ ନେଇ ଆଜି 10ଘଟିକା ସମୟ ରେ ଜିଲ୍ଲା ପାଳଙ୍କ ସଦଭାବନା ଗୃହ ରେ ଆୟୋଜକ ଜିଲ୍ଲା ବିପର୍ଯ୍ୟସ୍ତ ପରିଚାଳନା କତୃପକ୍ଷ ନୟାଗଡ଼ ଙ୍କ ତତ୍ୱାବଧାନ ରେ ତଥା ଓଡିଶା ରାଜ୍ୟ ବିପଯ୍ୟସ୍ତ ପରିଚାଳନା କତୃପକ୍ଷ ଭୁବନେଶ୍ୱର ଙ୍କ ସହାୟତା ରେସୂଚନା ବୈଠକ ଅନୁଷ୍ଠିତ ହୋଇଛି

,ସଦଭାବନା ସଭାଗୃହ ବୈଠକ ରେ ଉପ ଜିଲାପାଳ କର୍ଣଦେବ ସମାଦାର ଅତିରିକ୍ତ ଜିଲାପାଳ, ଦିଲୀପ କୁମାର ବଳ, ଜିଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ଜିଲାପରିଷଦ କାର୍ୟନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା,ଙ୍କ ସମେତ ପୋଲିସ ଅଧିକାରୀ, ଓ ଲୋକ ସୂଚନା ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇ ସତର୍କ ସୂଚନା ବୈଠକ ରେ ବାତ୍ୟା ବିପଯ୍ୟସ୍ତ ର ପ୍ରସ୍ତୁତି ତଥା ଆଗୁଆ ପଦକ୍ଷେପ ପାଇଁ କିପରି ସତର୍କ ହୋଇ କିପରି କାର୍ଯ୍ୟକରିବା ବିଷୟ ନେଇ ଆଲୋକ ପାତ କରିଥିଲେ, ଯୁବ ବର୍ଗ, ସମାଜ ସେବି, ସ୍ବେଛାସେବୀ,, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଜାତା କୁମାରୀ ସାହୁ, ଡିଇଓ ରାଜଶ୍ରୀ ପଟ୍ଟନାୟକ, ଜିଲାପାଳଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ବିଭିର୍ନ ଅଧିକାରୀ ଓକର୍ମଚାରୀ ଉପସ୍ଥିତ ରହି ଶପଥ ପାଠ କରିଥିଲେ,ପରିଶେଷରେପୁରସ୍କାର ବିତରଣ କରାଯାଇ ପ୍ରତିଭୁ ମାନଙ୍କୁସମ୍ବର୍ଦ୍ଧିତ କରାଯାଇଥିଲାଏହି କାର୍ଯ୍ୟକ୍ରମ କୁ ଡେପୁଟି କଲେକ୍ଟର ତପତି ରାଜ ପରିଚାଳନା କରିଥିଲେ