ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ୱାରା ଛାତ ଯୋଜନ ପ୍ରଚାର ପ୍ରସାର ନିମନ୍ତେ ନୟାଗଡ଼ ପୌରାଞ୍ଚଳ ରେ ସଚେତନତାକାର୍ଯ୍ୟକ୍ରମ ଅନୁଷ୍ଠିତ,

ସୂଚନା ଅନୁସାରେ 11ଘଟିକା ସମୟ ରେ ଭୁତଳ ଜଳ ଉର୍ଣ୍ଣୟନ ନିର୍ଦେଶାଳୟ ଓଡିଶା ଭୁବନେଶ୍ୱର ଙ୍କ ପକ୍ଷରୁ ନୟାଗଡ଼ ସମସ୍ତ ପୌରାଞ୍ଚଳ ରେ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ୱାରା ଛାତ ଯୋଜନା ପ୍ରଚାର ଓ ପ୍ରସାର ନିମନ୍ତେଜଳ ବଞ୍ଚାଅ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଏଥିରେ ବିଭାଗ ପକ୍ଷରୁ କଳାକାର ମାନେ ଯୋଗ ଦେଇ ପୌରାଞ୍ଚଳ ରେ କିପରି ଛାତ ଉପରେ ବର୍ଷା ଜଳ ଅମଳ, ସହ ଓ ଭୁତଳ ଜଳ ପୁନଃ ଭରଣ ହୋଇପାରିବ ନୁର୍ତ୍ୟ ଗୀତ ମାଧ୍ୟମରେ ପୌରାଞ୍ଚଳ ବାସୀଙ୍କୁ ସଚେତନ କରିଥିଲେ,

ଏଥି ସହ ରାଜ୍ୟ ସରକାର ଛାତ ଯୋଜନା ଉପରେ ରେ କିପରି ସର୍ବାଧିକ 55, ooo/- ଟଙ୍କା ସରକାରୀ ରିହାତି ଦିଆ ଯାଉଛି ସେ ବିଷୟରେ ଅବଗତ କରି ଜଳ ବଞ୍ଚାଇବା ପାଇଁ ସଚେତନ ବାର୍ତା ଦେଇ ଥିଲେ, ବିଭାଗ ପକ୍ଷରୁ 2022-2023ପାଇଁ ଆରମ୍ଭ ହୋଇଥିବା ବେଳେ ବିଭାଗ ପକ୍ଷରୁ କଳାକାର ଯୋଗ ଦେଇ ନୟାଗଡ଼ ପୌରାଞ୍ଚଳ ଜନ ସାଧାରଣ ଙ୍କୁ ସଚେତନ କରିଛନ୍ତି

You might also like