ସୂଚନା ଅନୁସାରେ 11ଘଟିକା ସମୟ ରେ ଭୁତଳ ଜଳ ଉର୍ଣ୍ଣୟନ ନିର୍ଦେଶାଳୟ ଓଡିଶା ଭୁବନେଶ୍ୱର ଙ୍କ ପକ୍ଷରୁ ନୟାଗଡ଼ ସମସ୍ତ ପୌରାଞ୍ଚଳ ରେ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଦ୍ୱାରା ଛାତ ଯୋଜନା ପ୍ରଚାର ଓ ପ୍ରସାର ନିମନ୍ତେଜଳ ବଞ୍ଚାଅ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଏଥିରେ ବିଭାଗ ପକ୍ଷରୁ କଳାକାର ମାନେ ଯୋଗ ଦେଇ ପୌରାଞ୍ଚଳ ରେ କିପରି ଛାତ ଉପରେ ବର୍ଷା ଜଳ ଅମଳ, ସହ ଓ ଭୁତଳ ଜଳ ପୁନଃ ଭରଣ ହୋଇପାରିବ ନୁର୍ତ୍ୟ ଗୀତ ମାଧ୍ୟମରେ ପୌରାଞ୍ଚଳ ବାସୀଙ୍କୁ ସଚେତନ କରିଥିଲେ,
ଏଥି ସହ ରାଜ୍ୟ ସରକାର ଛାତ ଯୋଜନା ଉପରେ ରେ କିପରି ସର୍ବାଧିକ 55, ooo/- ଟଙ୍କା ସରକାରୀ ରିହାତି ଦିଆ ଯାଉଛି ସେ ବିଷୟରେ ଅବଗତ କରି ଜଳ ବଞ୍ଚାଇବା ପାଇଁ ସଚେତନ ବାର୍ତା ଦେଇ ଥିଲେ, ବିଭାଗ ପକ୍ଷରୁ 2022-2023ପାଇଁ ଆରମ୍ଭ ହୋଇଥିବା ବେଳେ ବିଭାଗ ପକ୍ଷରୁ କଳାକାର ଯୋଗ ଦେଇ ନୟାଗଡ଼ ପୌରାଞ୍ଚଳ ଜନ ସାଧାରଣ ଙ୍କୁ ସଚେତନ କରିଛନ୍ତି