ନୟାଗଡ଼ ସହର ନିବାସୀ କବି ସୌଦାମିନୀ ମିଶ୍ର ଙ୍କ ଆଜି ପରଲୋକ ଘଟିଛି, ସେ ଦୀର୍ଘ ଦିନ ଧରି ରକ୍ତ ଚାପ ଓ ମଧୁମେହ ରୋଗ ରେ ପୀଡିତ ଥିଲେ, ଗତକାଲି ଠାରୁ ତାଙ୍କ ଦେହ ଅତ୍ୟଧିକ ଅସୁସ୍ଥ ହୋଇଥିଲା, ହଠାତ ସେ ଗୁରୁତ୍ୱର ହେବାରୁ ତାଙ୍କୁ ପରିବାର ପକ୍ଷରୁ ଡାକ୍ତର ଖାନା ନିଆ ଯାଇଥିଲା, ଡାକ୍ତର ତାଙ୍କୁ ଦେଖି ମୃତ ଘୋଷଣା କରିଥିଲେ,ପୁରୀ ସ୍ୱର୍ଗ ଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ ହୋଇଛି,ସୌଦାମିନୀ ମିଶ୍ର ଜଣେ ସ୍ନେହ ଵସ୍ଚଳଧର୍ମପରାୟଣ ବ୍ୟକ୍ତିତ୍ୱ ଥିଲେ,
ପୋଲିସ ଏଏସ ଆଇ ଗୋବର୍ଧନ ମିଶ୍ର ଙ୍କ ପତ୍ନୀ,ସେ ଅନେକ କବିତା ରଚନା କରିଛନ୍ତି,2017ମସିହାରେ ଶୁଭ୍ରନୀଲ ପ୍ରକାଶନ ଦ୍ୱାରା କବିତା ସଂକଳନ ଖୁସି ରେ ବଂଚିବାର ଇଛା ପ୍ରକାଶ ପାଇ ଥିଲା,ନୟାଗଡ଼ ନୀଳାଦ୍ରି ବିହାର ରେ ସେ ଅବସ୍ଥାନ କରୁଥିଲେ,ତାଙ୍କ ମୃତ୍ୟୁ କୁ ନେଇ କବି ଓ ସାହିତ୍ୟିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି