ସକାଳ ୭ ଘଟିକା ସମୟରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ନୟାଗଡ଼ ସହର ସମେତ ଆଖପାଖ ଅଞ୍ଚଳ ବିଦ୍ୟୁତ୍ ସରବରାହ ବନ୍ଦ ରହିବ । ବିଦ୍ୟୁତ୍ ବିଭାଗ ପକ୍ଷରୁ ଗ୍ରୀଷ୍ମ ଋତୁ ପୂର୍ବରୁ ସମସ୍ତ ମେଣ୍ଟେନାସ୍ କାର୍ଯ୍ୟ ଚାଲୁ ରହିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବାର ବିଭାଗୀୟ ସୁତ୍ରରୁ ଜଣାପଡିଛି ।
ଏଥି ନିମନ୍ତେ ବିଦ୍ୟୁତ୍ ବିଭାଗ ପକ୍ଷରୁ ସବୁ ଅଞ୍ଚଳରେ ମାଇକ୍ ଯୋଗେ ପ୍ରଚାର କରାଯାଉଥିଲା ।ନୟାଗଡ଼ ରୁ ଜିତୁନ ମହାପାତ୍ରଙ୍କ ରିପୋଟ ନୟାଗଡ଼ ଟୁଡ଼େ ।