କାଲିଠାରୁ ତିନି ଦିନ ସ୍କୁଲ ବନ୍ଦ, ଘୋଷଣା କଲେ ରାଜ୍ୟ ସରକାର

ରାଜ୍ୟ ରେ ଗ୍ରୀଷ୍ମ ପ୍ରବାହଓ ତାପ ମାତ୍ରା ବୃଦ୍ଧି କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ କୁ ତିନି ଦିନ ପାଇଁ ବନ୍ଦ କରିଛନ୍ତି, ଚଳିତ ଏପ୍ରିଲ 18ରୁ 20ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅନୁଦାନ ପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ଗୁଡିକ ବନ୍ଦ ରଖିବାକୁ ନିଷ୍ପତି ନିଆ ଯାଇଛି

You might also like