Skip to content

ଖଣ୍ଡପଡା ରୁ ବିଜେଡି ପ୍ରାର୍ଥୀ ହେଲେ ସାବିତ୍ରୀ ପ୍ରଧାନ : ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ

ଖଣ୍ଡପଡାରୁ ବିଜେଡ଼ି ବିଧାୟକ ପ୍ରାର୍ଥୀ ହେଲେ ଭାପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ପ୍ରଧାନ । ନୟାଗଡ଼ ଜିଲ୍ଲା ତଥା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଭାପୁରର ଜଣାଶୁଣା ସମାଜସେବୀ ବେଣୁଧର ପ୍ରଧାନଙ୍କ ଧର୍ମପତ୍ନୀ ହେଉଛନ୍ତି ସାବିତ୍ରୀ ପ୍ରଧାନ ।

ନାରୀଙ୍କୁ ଅଧିକ ସମ୍ମାନ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ସାବିତ୍ରୀ ପ୍ରଧାନ l ଖଣ୍ଡପଡ଼ା ବିଧାନସଭା ଆସନରୁ ଟିକେଟ୍ ପାଇବା ନେଇ ଅନୁଭବ ଆଶାୟୀ ଥିଲେ । ମାତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସାବିତ୍ରୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ଅନୁଭବ ନିରାଶ ହୋଇ ବିଜେଡିରୁ ଇସ୍ତଫା ଦେଇଛନ୍ତି !

Ad 1