ଗଣିଆ ଗସ୍ତ ରେ ଆସିବେ ମୁଖ୍ୟ ମନ୍ତ୍ରୀ

ଆଜି 3ଘଟିକା ସମୟ ରେ ଗଣିଆ ଗସ୍ତ ରେ ଆସିବେ ମାନ୍ୟବର ମୁଖ୍ୟମନ୍ତ୍ରୀମୋହନ ଚରଣ,ମାଝୀ ପ୍ରଥମେ ଗଣିଆ ହାଇସ୍କୁଲ ର ପଡିଆ ଠାରେ ହେଲିପ୍ୟାଡ଼ ରେ ଅବତରଣ କରି ପତଣ୍ଡା ଯିବେ, କାର୍ଯ୍ୟକ୍ରମ ଅନୁଯାୟୀ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ସ୍ବର୍ଗତ ବଡ଼ଭାଇ ଙ୍କ ଏକାଦଶାହ କାର୍ଯ୍ୟକ୍ରମ ରେଯୋଗ ଦେଇ ପତଣ୍ଡା ରେ ଉପସ୍ଥିତ ରହିବେ, ସେଠାରେ ଯୋଗ ଦେଇ କାର୍ଯ୍ୟକର୍ତ୍ତା ଙ୍କ ସହିତ ବୈଠକ କରିବାର କାର୍ଯ୍ୟକ୍ରମରହିଛି, ପରେ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିବା ସୂଚନା ମିଳିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଅଧିକାରୀ ମାନେ ଜୋରଦାର ପ୍ରସ୍ତୁତିଓ ବ୍ୟାପକ ବ୍ୟବସ୍ତା କରିଥିବାସୂଚନା ମିଳିଛି

You might also like