ଗଣିଆ ବ୍ଲକ ସଭାଗୃହ ରେ ଶ୍ରବଣ ଯନ୍ତ୍ର ବଣ୍ଟନ ଶିବିର ଅନୁଷ୍ଠିତ
ସୂଚନା ଅନୁସାରେ ଆଜି 11ଘଟିକା ସମୟ ରେବ୍ଲକ ସଭା ଗୃହ ରେ ସାମାଜିକ ସୁରକ୍ଷା ଓ ଭିର୍ନ କ୍ଷମ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ଶ୍ରବଣ ଯନ୍ତ୍ର ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି, ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ ଝୁନା ଜେନା ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ଜିଲାପରିଷଦସଭ୍ୟ ନରେଶ କୁମାର ବେହେରା, ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ପ୍ରୀତିବାଳା ରଣା, କନ୍ଧ ମାଳ ସାଂସଦ ଙ୍କ ପ୍ରତିନିଧି ଶରତ କୁମାର କର ସାମାଜିକ ସୁରକ୍ଷା ଅଧିକାରୀ ପ୍ରଣୟକୁମାର ନାୟକ ଉପସ୍ଥିତ ଥିଲେ, ସରକାରଙ୍କର ଏହି ଜନହିତକର ଯୋଜନା ସମ୍ପର୍କ ରେ ସାମାଜିକ ସୁରକ୍ଷା ଅଧିକାରୀ ସୂଚନା ପ୍ରଦାନ କରିଥିଲେ, ଏହି କାର୍ଯ୍ୟକ୍ରମ କୁ 26ଜଣ ଶ୍ରବଣ ବାଧିତ ରୋଗୀ ଆସିଥିବା ବେଳେ 20ଜଣକୁ 37ଟି ବିଭିର୍ନ ଯନ୍ତ୍ର ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ବିଭାଗୀୟ ଅଧିକାରୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ,