ଗଣିଆ ରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଆଜି ମୋଟ27 ଗୋଟି ମାମଲା ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ବ୍ୟକ୍ତି ଗତ 20ଗୋଟି ମାମାଲା ରହିଥିବା ବେଳେ ଗ୍ରାମ୍ୟ ବିବାଦ6ଗୋଟି ରହିଥିଲା । ତୁରନ୍ତ8ଗୋଟି ମାମଲାର ସମାଧାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଆଜିର ଏହି ଜନଶୁଣାଣୀ ଶିବିରରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ,,, ,ଉପଜିଲ୍ଲାପାଳ କର୍ଣଦେବ ସମାଦାର,ବ୍ଲକଅଧକ୍ଷା ଝୁନା ଜେନା, ନରେଶ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।