Skip to content

ଛାତ୍ର କଂଗ୍ରେସ ତରଫରୁ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗେଟ ସମ୍ମୁଖରେଧାରଣା, ଅଧକ୍ଷ ଙ୍କୁ ଦାବି ପତ୍ର ପ୍ରଦାନ

ସୂଚନା ଅନୁଯାୟ ଆଜି ଅପରାହ୍ନ 1ଘଟିକା ସମୟ ରେ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଗେଟ ସମ୍ମୁଖରେ ଛାତ୍ର କଂଗ୍ରେସ ତରଫରୁ ବିଭିର୍ନ ଦାବି, କଲେଜ ଛାତ୍ରୀ ଙ୍କମୃତ ଶିଶୁଜନ୍ମ କରିବା ଘଟଣା ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ଆଜି ଅଧକ୍ଷ ଙ୍କୁଦାବି ପତ୍ର ପ୍ରଦାନ କରିଛନ୍ତି,ଏପଟେ ଛାତ୍ରୀ ନିବାସ ଘଟଣା କିପରି ଜାଣି ପାରିଲେନି ତାହାନେଇ ଛାତ୍ର କଂଗ୍ରେସ ପ୍ରଶ୍ନ ଉଠାଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ, ତତ ସହିତ କଲେଜ ର ବିଭିର୍ନ ସମସ୍ୟା ନେଇ ଛାତ୍ର କଂଗ୍ରେସ ଧାରଣା ଦେଇ ଥିବ ବେଳେ 6ଦଫା ଦାବି ନେଇ କଲେଜ ଅଧକ୍ଷ ଙ୍କୁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି ଏହି ଅବସର ରେ ଛାତ୍ର କଂଗ୍ରେସ ପକ୍ଷରୁ ସମସ୍ତ ସଦସ୍ୟ ଙ୍କ ସହ କଂଗ୍ରେସ ନେତା ମନୋଜ କୁମାର ସାହୁ ଉପସ୍ଥିତ ରହି, କଲେଜ କ୍ୟାମ୍ପସ ପରିସ୍ଥିତି ଦିନକୁ ଦିନ ଜଟିଳ ହେବାକୁ ଲାଗିଥିବା ବେଳେ ସମସ୍ୟା ତୁରନ୍ତ ସମାଧାନ, ତଥା କଲେଜ ଛାତ୍ରୀ ଙ୍କ ଜନ୍ମିତ ମୃତ ଶିଶୁ ଘଟଣା ର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରି ଦାବି ପତ୍ର ପ୍ରଦାନ କରିଥିବା ବେଳେ ଆଗାମୀ ଦିନ ରେ ଯଦି ଏହା ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏତାହା ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି

Ad 1