Skip to content

ଛାତ ଭାଙ୍ଗିଲା ବେଳେ ଚାପି ହୋଇ ଜଣେ ଗୁରୁତ୍ୱର, ଦୁଇ ଆହାତ

ଦଶପଲ୍ଲା ଥାନା ଅନ୍ତର୍ଗତ ପୋଖରୀଗୋଚ୍ଛା ରେ ଥିବା ସୁନା ଦେଇ ମନ୍ଦିର ରେ ପୁରୁଣା ଛାତ ଭାଙ୍ଗିବା ସମୟ ରେ ଚାପି ହୋଇ ଜଣେ ଗୁରୁତ୍ୱର ହୋଇଥିବା ବେଳେ,ଦୁଇ ଆହାତ ହୋଇଛନ୍ତି,ଗୁରୁତ୍ୱର ବ୍ୟକ୍ତିଙ୍କୁ ପ୍ରଥମେ ଦଶପଲ୍ଲାପରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି,

ଗୁରୁତ୍ୱର ବ୍ୟକ୍ତି ଜଣକ ହେଲେ ଚିନାପାଁରା ଗ୍ରାମର ଉଦସି ଖିଲାର ଙ୍କ ପୁଅ ଜିତେନ୍ଦ୍ର ଖିଲାର, ତାଙ୍କ ଅବସ୍ଥା ଗୁରୁତ୍ୱର ହେତୁ ମୁଖ୍ୟ ଚିକିତ୍ସା ଳୟ ରେ ଭର୍ତି କରାଯାଇଛି, ସେ ମୁଖ୍ୟଚିକିତ୍ସା ଳୟ ନୟାଗଡ଼ ରେ ଚିକିଶ୍ଚିତ ଥିବା ବେଳେ ଅନ୍ୟ ଦୁଇ ଜଣ ଦଶପଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିଶ୍ଚିତ ହେଉ ଥିବା ସୂଚନା ମିଳିଛି,

Ad 1