Skip to content

ଜନ ଅଭିଯୋଗ ଶୁଣାଣି 64ମାମଲା ସମାଧାନ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ ପରିସରରେ ଜିଲ୍ଲା ପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି,ଏହି ଶିବିର ରେ ଅତିରିକ୍ତ ଜିଲାପାଳ ଦିଲ୍ଲୀପ କୁମାର ବଳ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ରହି ଶୁଣାଣି କରିଥିଲେ,

ଶିବିରକୁ ମୋଟ257ଟି ଅଭିଯୋଗ ଆସିଥିବା ବେଳେ ବ୍ୟକ୍ତି ଗତ 234ଓ ଗ୍ରାମ୍ୟ ସମସ୍ୟା 64ଟି ରହିଥିବା ସୂଚନା ମିଳିଛି, ମୋଟ 64ଅଭିଯୋଗ ର ତତ୍କାଳ ସମାଧାନ କରାଯାଇଛି

Ad 1