ଜିଲାପାଳଙ୍କୁ ନବୋଦୟ ବିଦ୍ୟାଳୟ ର କର୍ମଚାରୀ ଦରମା ନ ପାଇବା କୁ ନେଇ ଅଭିଯୋଗ,

ସୂଚନା ଅନୁସାରେ ଆଜି 2ଘଟିକା ସମୟ ରେ ନୟାଗଡ଼ ନବୋଦୟ ବିଦ୍ୟାଳୟ ରେଦିନ ମଜୁରିଆ ଭାବେ କାର୍ଯ୍ୟରତ କର୍ମଚାରୀ ଜିଲ୍ଲାପାଳ ଙ୍କ ନିକଟ ରେ ପହଂଚି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି, ଅଭିଯୋଗ ଅନୁଯାୟୀ,କର୍ମଚାରୀ କହିବା କଥା ବିଦ୍ୟାଳୟ ରେ ସୁଚାରୁ ରୂପେ କାମ କରି ଆମ୍ଭ ପାରିଶ୍ରମିକ ପାଇ ଅlସୁଥିଲୁ,ଉକ୍ତ କାର୍ଯ୍ୟକୁ ଏଦେସିଂ ମାଧ୍ୟମ ରେ ଦିଆଯିବା ପରେ ଆଠ ଘଣ୍ଟା କାମ କରିବା ବଦଳ ରେ 16ଘଣ୍ଟା ଖଟାଇ ପାରିଶ୍ରମିକ ଦିଆ ଯାଉନାହିଁ, ଫଳରେ ପରିବାର ଚଳାଇବା କଷ୍ଟକର ହେଉଛି, ଏହି ଘଟଣା କୁ ନେଇ ଦରମା ଠିକ ସମୟ ରେ ଦେବା ପାଇଁ ବିଦ୍ୟାଳୟ ର ଦିନ ମଜୁରିଆ କର୍ମଚାରୀ ଜିଲ୍ଲା ପାଳଙ୍କ ନିକଟ ରେ ପହଂଚି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ ଜିଲ୍ଲା ପାଳଙ୍କୁ ଅଭିଯୋଗ କରି ଅଭି ଯୋଗ ପତ୍ର ପ୍ରଦାନ କରିଛନ୍ତି, ଉଚିତ ନ୍ୟାୟ ପାଇଁ ନିବେଦନ କରିଛନ୍ତି, ଓ ଯଦି ଉଚିତ ନ୍ୟାୟ ପ୍ରଦାନ କରାନଯାଏ, ତାହା ହେଲେ ରାଜ ରାସ୍ତା କୁ ଓଲ୍ହାଇବା ପାଇଁ ଚେତାବନୀ ଦେଇଛନ୍ତି

You might also like