ଜିଲାପାଳଙ୍କ ଜନଶୁଣାଣି ଶିବିର 85ଅଭିଯୋଗ ର ତତ୍କାଳ ସମାଧାନ

ନୟାଗଡ଼ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି, ଜିଲାପାଳ ଅକ୍ଷୟସୁନୀଲ ଅଗ୍ରୱାଲ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଶୁଣାଣି ଅତିରିକ୍ତ ଜିଲାପାଳ ରୋଜିନା ଦାସ, ଉପଜିଲାପାଳ କର୍ଣଦେବ ସମାଦାର, ଏସ୍ପି ରାହୁଲ ଜୈନ ପ୍ରମୁଖ ଉପସ୍ଥିତ ଥିଲେ,

ମୋଟ 181ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟ ରୁ 159ବ୍ୟକ୍ତିଗତ ଓ 16ଟି ଗ୍ରାମ୍ୟ ସମସ୍ୟା ସମ୍ପର୍କିତ ଅଭିଯୋଗ ରହିଥିଲା,ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ 6ଟି ଆବେଦନଉପରେ ସହାୟତା ପ୍ରଦାନ କରାଯାଇଥିବା ବେଳେ 85ଟି ଅଭିଯୋଗ ର ତତ୍କାଳ ସମାଧାନ କରାଯାଇଥିବା ସୂଚନା ମିଳିଛି,ଏହି ଜନ ଶୁଣାଣି କୁ ଭତ୍ତା,ଆବାସ, ରାସନକାର୍ଡ,ସମ୍ପର୍କିତ ଅନେକ ଅଭିଯୋଗ ଆସିଥିବା ଦେଖା ଯାଇଛି

You might also like