Skip to content

ଜିଲାପାଳଙ୍କ ଜନ ଶୁଣାଣି ଶିବିର

ନୟାଗଡ଼ ଜିଲାପାଳ ସ୍ୱଧାଦେବ ସିଂ ସଦ ଭାବନା ସଭାଗୃହ ରେ ଜନଶୁଣାଣି ଶିବିର ର ଅଧକ୍ଷତା କରିଛନ୍ତି, ଏହି ଶିବିର କୁ ମୋଟ 163ଟି ଅଭିଯୋଗ ଆସିଥିବା ବେଳେ 57ଟି ଅଭିଯୋଗ ର ତତ୍କାଳ ସମାଧାନ କରାଯାଇଛି,

23ଟି ଅଭିଯୋଗ ଉପରେ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠି ରୁ ସହାୟତା ପ୍ରଦାନ କରାଯାଇଛି ଅଭିଯୋଗ ଗୁଡିକ ମଧ୍ୟ ରେ 138ଟି ବ୍ୟକ୍ତିଗତ ସମସ୍ୟା ଏବଂ ଦୁଇଟି ଗ୍ରାମ୍ୟ ସମସ୍ୟା ରହିଥିବା ସୂଚନା ମିଳିଛି, ଜନ ଶୁଣାଣି କାର୍ଯ୍ୟକ୍ରମ ରେ ପ୍ରଶାସନିକ ଅଧିକାରୀ ଏବଂ ବିଭିର୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ

Ad 1