ଜିଲାପାଳଙ୍କ ସଦଭାବନା ସଭାଗୃହ ରେ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ସମାରୋହ ପାଳିତ

ସୂଚନା ଅନୁଯାୟୀ ଆଜି 11ଘଟିକା ସମୟ ରେ ଜିଲ୍ଲା ପାଳଙ୍କ ସଦ ଭାବନା ସଭାଗୃହ ରେ ଜିଲ୍ଲା ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କକାର୍ଯ୍ୟାଳୟ ପକ୍ଷରୁ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଛି, ଏହି ଜୟନ୍ତୀ ସମାରୋହ ଅବସର ରେମୁଖ୍ୟ ଅତିଥି ଭାବେ ଜିଲାପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଫୋଟୋ ପୁଷ୍ପମାଲ୍ୟ ଅର୍ପଣ କରି ଥିଲେ,

ଏଥି ସହ ପ୍ରଫେସର ଉମର ମଲ୍ଲିକ, ଯୋଗ ଦେଇ ଥିବା ବେଳେ ଗଜପତି ନାରାୟଣ ଦେବଙ୍କ ସ୍ମୁତି ଚାରଣ କରି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ କାର୍ଯ୍ୟକଳାପ କୁ ନେଇ ମୁଖ୍ୟ ଅତିଥି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଏହି ଜୟନ୍ତୀ କାର୍ଯ୍ୟକ୍ରମ କୁ ଜିଲ୍ଲା ଲୋକସୂଚନା ସମ୍ପର୍କ ଅଧିକାରିଣୀ ଜ୍ୟୋଷ୍ଣା ମୟୀ ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ, ବିଭିର୍ନ ଗଣ ମାଧ୍ୟମ ର ପ୍ରତିନିଧି ଉପସ୍ଥିତ ଥିବା ବେଳେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସାହିତ୍ୟିକ ତଥା କବି ନାଟ୍ୟ ନିର୍ଦେଶକ ତଥା ଲେଖକ ଶରତ ଚନ୍ଦ୍ର ଆଚାର୍ଯ୍ୟ,, ଉପସ୍ଥିତ ଥିଲେ

You might also like