ଜିଲାସ୍ତରୀୟ ବେଟି ବଚାଓ, ବେଟିପଢ଼ାଓ ପାଳନସହ ସାଇକେଲ ରାଲି ଅନୁଷ୍ଠିତ

ସୂଚନା ଅନୁସାରେ ଆଜି 11ଘଟିକା ସମୟ ରେମହିଳା ଶିଶୁ ବିକାଶ ଓଡିଶା ସରକାରଙ୍କ ପକ୍ଷରୁ10ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ ବେଟି ବଚାଓ, ବେଟି ପଢ଼ାଓ ପାଳନ ଉତ୍ସବ ସହ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ଜିଲ୍ଲା ପାଳ ଙ୍କ ଅଫିସକାର୍ଯ୍ୟାଳୟ ପର୍ଯ୍ୟନ୍ତ ସାଇକେଲରାଲି ଅନୁଷ୍ଠିତ ହୋଇଛି,, ବାଳିକା ଉଚ୍ଚ ବିଦ୍ୟାଳୟଠାରୁ ନୟାଗଡ଼ ବଜାରପରିକ୍ରମା କରି ସାଇକେଲ ମାଧ୍ୟମ ରେ ପ୍ରାୟ ବିଦ୍ୟାଳୟ ର 80ଜଣ ଛାତ୍ରୀ ଏକତ୍ରିତ ହୋଇ ରାଲି ମାଧ୍ୟମରେ କନ୍ୟା ରତ୍ନ କୁ କିପରି ଯତ୍ନ କରାଯିବଓ ତାକୁ ନଷ୍ଟନ କରି କିପରି ସମାଜ ରେତାର ଉର୍ନତି ହେବ, ତାକୁ ନେଇ ନାରା ଦେବା ସହିତ ଜନ ସାଧାରଣ ଙ୍କୁ ସଚେତନତା କରିଥିଲେ, ଏହି ଅବସର ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ସିବିୟାନ ପ୍ରଧାନ, ସାମାଜିକ ସୁରକ୍ଷା ଅଧିକାରୀ ଅର୍ଚନା କହଁର,, ସୌଦାମିନୀ ପଣ୍ଡା, ସତ୍ୟ ରଞ୍ଜନ ଦାସ, ଲୋକ ସୂଚନା ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, କିଶୋର ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଥିବା ବେଳେ, ଜିଲାପାଳ ଅକ୍ଷୟସୁନୀଲ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ ଦିଲୀପ କୁମାର ବଳ, ଉପସ୍ଥିତ ହୋଇ ସଚେତନତା ବାର୍ତା ବଣ୍ଟନ କରିବା ସହିତ ଛାତ୍ରୀ ମାନଂକୁ ଉତ୍ସାହିତ କରିଥିଲେ, ଏଥି ସହିତ ପାଳନ ଅବସର ରେ ଦସ୍ତଖତ ଅଭିଯାନସହିତ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ବିଭାଗ ବରିଷ୍ଠ ଅଧିକାରୀ ଙ୍କ ସହ କର୍ମଚାରୀ, ଅଙ୍ଗନବାଡି କର୍ମୀ, ସୁପରଭାଇଜର ଉପସ୍ଥିତ ଥିଲେ

You might also like